
ଖିଲାଡି ଅକ୍ଷୟ କୁମାର ଓ ଅଭିନେତ୍ରୀ କିଆରା ଆଡ୍ଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍’ର ସଙ୍ଗୀତ ‘ବୁର୍ଜ ଖଲିଫା’ ଆଜି ମୁକ୍ତିଲାଭ କରିଛି। ଗୀତଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବା ବେଳେ ମୁକ୍ତିଲାଭ କରିବାର ଏକ ଘଣ୍ଟା ମଧ୍ୟରେ ୪ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି।
ଦୁବାଇର ସୁନ୍ଦର ସୁନ୍ଦର ସ୍ଥାନରେ ସୁଟିଂ ହୋଇଥିବା ଏହି ଗୀତରେ ଅକ୍ଷୟ ଓ କିଆରାଙ୍କ ରୋମାନ୍ସ କେମେଷ୍ଟ୍ରି ଭିଡିଓକୁ ଅଧିକ ଆକର୍ଷଣୀୟ କରିଛି। ଏଥିସହ ଏଥିରେ ଉଭୟଙ୍କୁ ଭିନ୍ନ ଲୁକ୍ରେ ଦେଖିବାକୁ ମିଳୁଛି। ଏଥିରେ ଅକ୍ଷୟ ଶେଖ୍ଙ୍କ ଲୁକ୍ରେ ଓ କିଆରା ସୁନ୍ଦର ହସିନା ଅନ୍ଦାଜରେ ନଜର ଆସୁଛନ୍ତି।
The post ରିଲିଜ୍ ହେଲା ଅକ୍ଷୟଙ୍କ ‘ବୁର୍ଜ ଖଲିଫା’ ସଙ୍ଗୀତ first appeared on Sambad.
from ମନୋରଞ୍ଜନ – Sambad https://ift.tt/3o17LWF
0 Comments