
ଅଭିନେତ୍ରୀ କରୀନା କପୁର ଖାନ୍ ପୁଅ ତୈମୁରଙ୍କ କ୍ରିକେଟ୍ ଖେଳିବା ଫଟୋ ସେୟାର କରିଛନ୍ତି। ଏଥିସହ କ୍ୟାପ୍ସନ ଲେଖିଛନ୍ତି, ଆଇପିଏଲ୍ରେ ଜାଗା ଅଛି କି? ମୁଁ ବି ଖେଳିପାରିବି। ତୈମୁରଙ୍କ ତରଫରୁ କରୀନାଙ୍କର ଏହି ପୋଷ୍ଟ ଭାଇରାଲ୍ ହୋଇଛି। ତେବେ ଏହି ଫଟୋରେ ପ୍ରିୟଙ୍କା ଚୋପ୍ରାଙ୍କ ଜବାବ ହୃଦୟ ଜିଣି ନେଇଛି। ପ୍ରିୟଙ୍କା ଲେଖିଛନ୍ତି, ସେ ତ ଜିନ୍ସ ପିନ୍ଧିଛନ୍ତି। ଏବେ ଆଇପିଏଲ୍ର କ୍ରେଜ୍ ପୂରା ଦୁନିଆରେ ଦେଖିବାକୁ ମିଳୁଥିବା ବେଳେ ବଲିଉଡ୍କୁ ବି ଏବେ ଆଇପିଏଲ୍ ଜ୍ବର ଗ୍ରାସିଛି। ଅଭିନେତା ଅଭିନେତ୍ରୀମାନେ ଆଇପିଏଲ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଛନ୍ତି।
The post ଅଭିନେତ୍ରୀ କରୀନା କପୁର ଖାନ୍ ପୁଅ ତୈମୁରଙ୍କ ପାଇଁ ଆଇପିଏଲ୍ରେ ଜାଗା ଅଛି କି? first appeared on Sambad.
from ମନୋରଞ୍ଜନ – Sambad https://ift.tt/375Rj1i
0 Comments