କରଣଙ୍କ ପାର୍ଟିରେ ଥିବା ସେଲିବ୍ରିଟିଙ୍କୁ ଏନ୍‌ସିବିର ସମନ!

ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ୨୦୧୯ ମସିହାର ପାର୍ଟି ଭିଡିଓକୁ ପୁଣି ଥରେ ଯା‌ଞ୍ଚ କରିବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)। ଏହି ପାର୍ଟିରେ ଦୀପିକା ପାଦୁକୋନ୍‌ଙ୍କ ସହ ରଣବୀର କପୁର, ଅର୍ଜୁନ କପୁର, ମଲାଇକା ଅରୋରା, ବରୁଣ ଧାୱନ, ସାହିଦ କପୁର, ଭିକି କୌଶଲ, ଯୋୟା ଅଖ୍‌ତର୍‌ ପ୍ରମୁଖ ଉପସ୍ଥିତ ଥିଲେ। ମିଳିଥିବା ଖବର ଅନୁସାରେ, ଏନ୍‌ସିବି ଏବେ ଏହି ସେଲିବ୍ରିଟିମାନଙ୍କୁ ଖୁବ୍‌ଶୀଘ୍ର ସମନ୍‌ କରିପାରେ। ଏନ୍‌ସିବି ଏହି ସେଲିବ୍ରିଟିମାନଙ୍କର ବୟାନ ସେମାନଙ୍କ ଓକିଲମାନଙ୍କ ମାଧ୍ୟମରେ ଇ-ମେଲ୍‌ରେ ରେକର୍ଡ କରିବ ବୋଲି ସୂଚନା ମିଳିଛି।



from ମନୋରଞ୍ଜନ – Sambad https://ift.tt/2Sz5jZb

Post a Comment

0 Comments