ତେଲୁଗୁ ସୁପର୍‌ହିଟ୍‌ ‘ନନ୍ଦୀ’ର ହିନ୍ଦୀ ରିମେକ୍‌ ପାଇଁ ଅଜୟଙ୍କ ପ୍ରସ୍ତୁତି

ତାନାଜୀ ପରେ ବଲିଉଡ୍‌ ଅଭିତେନା ଅଜୟ ଦେବଗନ୍ ଆଉ ଏକ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ସେ ତେଲୁଗୁ ଫିଲ୍ମ ‘ନନ୍ଦୀ’ର ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ। ଏଥିପାଇଁ ଅଜୟ ଏବଂ ଦିଲ୍ ରାଜୁ ଏକ ଟିମ୍‌ ଗଠନ କରିଛନ୍ତି। ଖୁବ୍ ଶୀଘ୍ର ଫିଲ୍ମର ଟାଇଟଲ୍, ଷ୍ଟାରକାଷ୍ଟ ଏବଂ କ୍ରୁ ବିଷୟରେ ଏକ ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

The post ତେଲୁଗୁ ସୁପର୍‌ହିଟ୍‌ ‘ନନ୍ଦୀ’ର ହିନ୍ଦୀ ରିମେକ୍‌ ପାଇଁ ଅଜୟଙ୍କ ପ୍ରସ୍ତୁତି first appeared on Sambad.

from ମନୋରଞ୍ଜନ | Sambad https://ift.tt/3h0LQxb

Post a Comment

0 Comments