
କପୁର ବଂଶର ଉତ୍ତରାଧିକାରୀ ତଥା ଅଭିନେତା ରଣବୀର କପୁର ଏବେ ସାଇକେଲ୍ରେ ସାରା ମୁମ୍ବାଇ ସହର ବୁଲୁଛନ୍ତି। ଲାଲ୍ ରଙ୍ଗର ଏହି ସାଇକେଲଟି ଏକ ବୈଦ୍ୟୁତିକ ସାଇକେଲ। ବାନ୍ଧବୀ ତଥା ଅଭିନେତ୍ରୀ ଆଲିୟା ଭଟ୍ଟ ରଣବୀରଙ୍କୁ ତାଙ୍କ ୩୮ତମ ଜନ୍ମ ଦିବସ ଅବସରରେ ଦେଢ଼ ଲକ୍ଷ ଟଙ୍କାର ଏହି ସାଇକେଲଟି ଉପହାର ଦେଇଥିବା ଚର୍ଚ୍ଚା ହେଉଛି। ପ୍ରାତଃ ଭ୍ରମଣ ହେଉ କି ବାହାରକୁ କୌଣସି ସ୍ଥାନକୁ; ରଣବୀରଙ୍କୁ ସବୁ ସମୟରେ ଏହି ସାଇକେଲ୍ରେ ଦେଖିବାକୁ ମିଳୁଛି। ସାଇକେଲ୍ର ଗୋଟିଏ ବିଶେଷତ୍ବ ହେଲା, ଏହାକୁ ଫୋଲ୍ଡ କରି ବି ରଖିହେବ।
from ମନୋରଞ୍ଜନ – Sambad https://ift.tt/3lt84Yc
0 Comments